ଗୁରାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • noicon(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କୋଳାହଳ; ଘୋଘା — Hubbub; noise.

ଦେଶଜ - ବିଶେଷଣ - ସମ୍ପାଦନା

ଅସ୍ତବ୍ୟସ୍ତ ବା କାଉଳି ହୋଇ କୋଳାହଳ କରୁଥିବା —Making noise in a hurry.

ଧାଇଁଲେ ଗିଳିବାକୁ ହୋଇଣ ଗୁରାଳି—କୃଷ୍ଣସିଂହ. ମହାଭାରତ ଆଦି