ଗୁମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • noicon(file)
  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁମ୍=ଗୁପ୍ତ; ଅପ୍ରସିଦ୍ଧ; ହଜିଥିବା; ତୁଳ. ସଂସ୍କୃତ - ଗୁପ୍ତ ଧାତୁ=ଲୁଚାଇବା) ସମ୍ପାଦନା

୧. ନିସ୍ତବ୍ଧତା — ୧. Calmness; absence of sound; stillness.
୨. ତୁଷ୍ଣୀଭାବ —୨. Silence.
୩. ହଜିବା ଅବସ୍ଥା — ୩. State of missing.
୪. (ଧ୍ୱନ୍ୟନୁକରଣ) ତୋପର ଧ୍ୱନି — ୪. Booming of cannon.

ଦେଶଜ - ବିଶେଷଣ - ସମ୍ପାଦନା

୧. ନିସ୍ତବ୍ଧ; ତୂଷ୍ଣୀଭୂତ — ୧. Calm and quiet; silent; dumb.
୨. ହଜିଥିବା —୨. Lost; missing.
୩. ଗୁପ୍ତ —୩. Secret; hidden.

ପ୍ରାଦେଶିକ - (ସମ୍ୱଲପୁର) ଅ ସମ୍ପାଦନା

ଅତି; ଅତ୍ୟନ୍ତ — Very; much.

[ ଯଥା—ମହାନଦୀରେ ଗୁମ୍ଦରହ୍ (ଅତି ଗଭୀର ସ୍ଥାନ) ଅଛେ]