ଗୁମର ଖୋଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ଅନ୍ୟର ଗୃହଚ୍ଛିଦ୍ର, ଗୁପ୍ତକଥା ବା ଇଜ୍ଜତ ପଦାରେ ପ୍ରକାଶ କରିବା — ୧. To divulge another's secrets; to publish family-secrets.
୨. ଗୁପ୍ତ ବିଷୟକୁ ଖୋଲା କରି ଦେବା —୨. To open up a secret matter.