ଗୁପ୍‌ଚୁପ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁପ୍ ଧାତୁ=ଗୋପନ କରିବା+ସଂସ୍କୃତ - ଚୁପ ଧାତୁ=ମୌନ ହେବା)

ସମ୍ପାଦନା
୧. ଗୁପ୍ତ ବିଷୟ —୧. Secrecy.
୨. କଥା ନ କହିବା; ମୌନ —୨. Silence.


୩. ଦୁଧଛେନାର ମିଷ୍ଟାନ୍ନବିଶେଷ — ୩. A kind of sweetmeat.

ଦେଶଜ - ବିଶେଷଣ -

ସମ୍ପାଦନା
୧. ଗୁପ୍ତ —୧. Secret.
୨. ମୌନାବଲମ୍ୱୀ —୨. Silent.

ଦେଶଜ - କ୍ରି.ବିଶେଷଣ -

ସମ୍ପାଦନା
୧. ଗୋପନରେ —୧. Secretly.
୨. ତୁନି ହୋଇ —୨. Silently.