ଗୁପ୍ଚୁପ୍
ଗୁପ୍ଚୁପ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁପ୍ ଧାତୁ=ଗୋପନ କରିବା+ସଂସ୍କୃତ - ଚୁପ ଧାତୁ=ମୌନ ହେବା) ସମ୍ପାଦନା
- ୧. ଗୁପ୍ତ ବିଷୟ —୧. Secrecy.
- ୨. କଥା ନ କହିବା; ମୌନ —୨. Silence.
- ୩. ଦୁଧଛେନାର ମିଷ୍ଟାନ୍ନବିଶେଷ — ୩. A kind of sweetmeat.
ଦେଶଜ - ବିଶେଷଣ - ସମ୍ପାଦନା
- ୧. ଗୁପ୍ତ —୧. Secret.
- ୨. ମୌନାବଲମ୍ୱୀ —୨. Silent.
ଦେଶଜ - କ୍ରି.ବିଶେଷଣ - ସମ୍ପାଦନା
- ୧. ଗୋପନରେ —୧. Secretly.
- ୨. ତୁନି ହୋଇ —୨. Silently.