ଗୁନ୍ଥିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଗ୍ରନ୍ଥ ଧାତୁ; ସଂସ୍କୃତ - ଗୁତ୍ସ ଧାତୁ; ପ୍ରା. ଗୁତ୍ଥ ଧାତୁ) ସମ୍ପାଦନା

୧. ମାଳାରୁପେ ଏକତ୍ର କରିବା; ଗ୍ରନ୍ଥନ କରିବା — ୧. To string together.

ପୁଷ୍ପ ତୋଳି ହାର ଗୁନ୍ଥୁଥିଲା ବସି ଯଯାତି ଦେବୀ ଛାମୁରେ ରଧାନାଥ. ଯଯାତି

୨. ଫୋଡ଼ିବା —୨. To pierce a thing through with a thread or needle.