ଗୁନ୍ଥାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

'ଗୁନ୍ଥିବା'ର ଣିଜନ୍ତ ରୂପ — Causative form of Gunthibā.

ଦନ୍ତେ ଗୁନ୍ଥାଇ ବେନିଭାଇ, ମାରିବ ସଭା ତଳେ ନେଇ ଭାଗବତ