ଗୁଣ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଉପକାର କରିବା — ୧. To benefit.
୨. ଫଳପ୍ରଦ ହେବା — ୨. To be efficacious.
୩. ଗୁଣିବା; ଏକ ସଂଖ୍ୟାକୁ ଅନ୍ୟଦ୍ୱାରା ଗୁଣନ କରିବା — ୩. To multiply.

(ଯଥା—୩କୁ୫ଦ୍ୱାରା ଗୁଣ କଲେ ୧୫: ହେବ)