ଗୁଣ୍ଡି
ଗୁଣ୍ଡି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. କ୍ଷୁଦ୍ର ବସନ୍ତ ରୋଗ — ୧. A minor kind of small-pox.
- ୨. ପଶାଆଦି ଖେଳରେ ଖେଳାଳିମାନଙ୍କର ମେଳ ବା ପକ୍ଷ ବାନ୍ଧିବା —୨. Becoming pairs in a play.
- ୩. କ୍ଷୁଦ୍ର ଖଣ୍ଡାମାନ —୩. Small bits.
- ୪. ଧନିଆଆଦି ମିଶ୍ରିତ ଧୁଆଁ ପତ୍ରର ଚୂର୍ଣ୍ଣ — ୪. A preparation of tobacco powder.
[ ଦ୍ର—ଏହା ପାନ ସଙ୍ଗେ ଖିଆଯାଏ ଗଞ୍ଜାମରେ ଏହାକୁ ମସଲା କହନ୍ତି]
ଦେଶଜ - ବିଶେଷଣ -
ସମ୍ପାଦନାଚୁର୍ଣ୍ଣିତ —Powdered.
ପ୍ରାଦେଶିକ - (ଗଞ୍ଜାମ) ବୈଦେଶଜ - (ତୈଲଙ୍ଗ) ବିଶେଷ୍ୟ -
ସମ୍ପାଦନାବୋତାମ —Button.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାମହୁଲ ଫୁଲ — The Mahwa flower.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନାକାଷ୍ଠବୃକ୍ଷ ବିଶେଷ — Mallolus Philipensis.
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
ସମ୍ପାଦନା- ୧. ସଗଡ଼ ଓ ହଳରେ ଯୋଚା ହେଉଥିବା ଗାଈ —୧. Cow yoked to a cart or plough.
- ୨. ଚରିବାବେଳେ ପରସ୍ପର ଛନ୍ଦା ହୋଇଥିବା ଦୁଇଟି ଗାଈ — ୨. Two cows tied to each other while grazing.