ଗୁଣ୍ଡା
ଗୁଣ୍ଡା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁଣ୍ଡ)
ସମ୍ପାଦନା- ୧. ଧୂଳି; ଚୂର୍ଣ୍ଣ — ୧. Dust; powder.
ଅନୁବାଦ
ସମ୍ପାଦନାଗୁଣ୍ଡା
|
- ୨. (ସଂସ୍କୃତ - ଗୁଟିକା) ଅନ୍ନର ଏକ କବଳ ପରିମିତ ଗୋଲକ; ହାତରେ ବଳାଯିବା ଏକ ଗ୍ରାସର ଅନ୍ନ — ୨. One mouthful or morsel of food or rice.
(ଯଥା—ପିଲାଟି ତରତର କରି ଦୁଇ ଗୁଣ୍ଡା ଖାଇ ପକାଇଲା)
- ୩. କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ —୩. Small particles.
ଅନୁବାଦ
ସମ୍ପାଦନା- ୪. ଦୁଷ୍ଟ ଲୋକ; ବୁଦମାଏସ୍; ଦୁର୍ବୃତ୍ତ ଲୋକ — ୪. Wicked person.
- ୫. ଅତ୍ୟାଚାରୀ ବ୍ୟକ୍ତି —୫. A bully.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାଚୂର୍ଣ୍ଣ କରଯାଇଥିବା — Powdered.