ଗୁଣିସି
ନଡ଼ିଆ ଓ ତାଳ ପତ୍ରର ଧାରରେ ଥିବା ଲମ୍ୱ, ସୂକ୍ଷ୍ମ ଓ ଟାଣୁଆ ତନ୍ତୁ —Long and tough fibre at the edge of a cocoanut leaf.
[ ଦ—ଏଥିରେ ଫୁଲମାଳ ଗୁନ୍ଥା ହୁଏ]