ଗୁଡ଼େଇପୁଡ଼େଇ ହେବା

ଗୁଡ଼େଇପୁଡ଼େଇ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. (ମନ) ଘାଣ୍ଟିହେବା; ଉଦ୍ୱେଳିତ ହେବା — ୧. (mind) To be agitated.

ସମସ୍ତଙ୍କ ମନ ଗୁଡ଼େଇପୁଡ଼େଇ ହେଉ ଥାଏ ଫକୀରମୋହନ. ଛମାଣଆଠଗୁଣ୍ଠ

୨. ପରସ୍ପର ଛନ୍ଦାଛନ୍ଦି ହେବା — ୨. To be interwined.