ଗୁଡ଼ୁମ୍ ଗୁଡ଼ୁମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧନ୍ୟନୁକରଣ) ସମ୍ପାଦନା

ଘନ ଘନ ତୋପ ଫୁଟିବାର ଶବ୍ଦ; ତୋପଧ୍ୱନି — Booming sound of cannon.

ପଡ଼ୁଅଛି ତୋପ ଗୁଡ଼ୁମ ଗୁଡ଼ୁମ ରାଧାନାଥ—ଦରବାର