ଗୁଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁରୁ+ ଉଡ଼୍ଡ଼ୀନ) ସମ୍ପାଦନା

୧. କାଗଜ ଚକି — ୧. Paper kite.
୨. (ସଂସ୍କୃତ - ଗୁଡ଼ି= ଗୋଲକ) ସ୍ତ୍ରୀଲୋଲମାନଙ୍କ ପିନ୍ଧିବା ଲୁଗାର କାନି ପଣନ୍ତରେ ଦିଆଯିବା ଗଣ୍ଠି — ୨. Knot tied in the cloth worn by females at the end which hangs down the shoulder.
୩. ମସିଣା ବା ମୁନ୍ଦୁରାଇ ଗୋଟା ଯାଇଥିବା ଅଂଶ — ୩. The wound up or folded portion of a mat.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଗୋଷ୍ଠୀ) ସମ୍ପାଦନା

୧. ସଭା — ୧. Meeting.

(ଯଥା—ଆଜି ଗ୍ରାମପଞ୍ଚଙ୍କର ଗୁଡ଼ି ବସିଛି)

୨. ମନ୍ଦିର —୨. Temple.
୩. (ସମ୍ୱଲପୁର; ବାଲେଶ୍ୱର; ଗୋ ସ୍ଥାନରେ ଗୁ ଉଚ୍ଚାରଣ ଗୋଡ଼ି; ଛୋଟ ପଥର —୩. Pebble.

ଦେଶଜ - ପ୍ରତ୍ୟୟ (ଆଦରାର୍ଥ) ସମ୍ପାଦନା

ଗୁଡ଼ା (ଦେଖ) - — Guṟḍ̠ā (See)