ଗୁଡ଼ାଇବା
ଗୁଡ଼ାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - କ୍ରି. (ସଂସ୍କୃତ - ଗୁଡ଼ା ଧାତୁ= ବେଷ୍ଟନ କରିବା) ସମ୍ପାଦନା
- ୧. ବେଢ଼ାଇବା; ବେଷ୍ଟନ କରିବା — ୧. To wind (as a string round a thing).
- ୨. ସୁତାଆଦିକୁ ପିଣ୍ଡାକାରରେ ବାନ୍ଧିବା — ୨. To twist a thread or rope into a ball.
- ୩. ଭୂମିରୁ ଉଠାଇବା ପୂର୍ବରୁ ମସିଣାକୁ ବାରଂବାର ଲେଉଟାଇ ପିଣ୍ଡାକୃତ କରିବା — ୩. To wind up a mat.
ପ୍ରାଦେଶିକ - (ସମ୍ୱଲପୁର; ବାଲେଶ୍ୱର) ବିଶେଷ୍ୟ - (ଗୋ ସ୍ଥାନରେ ଗୁ ଉଚ୍ଚାରଣ) ସମ୍ପାଦନା
ଗୋଡ଼ାଇବା — To pursue; to run after.