ଗୁଡ଼ଗୁଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଏକପ୍ରାକାର ଖେଳ — Blind=man's buff; a kind of play.

[ ଦ୍ର—ବାଳକବାଳିକାମାନେ ଗୋଟିଏ ଅନ୍ଧାର ଘରେ ଥାଇ ସେମାନଙ୍କ ମଧ୍ୟରୁ ଜଣକର ଆଖିକୁ ବସ୍ତ୍ର ଇତ୍ୟାଦିରେ ଆବୃତ କରି ଦିଅନ୍ତି ଯାହାର ଆଖି ବନ୍ଧା ଯାଇ ଥାଏ ସେ ଅନ୍ୟମନାଙ୍କ ଦରାଣ୍ତି କରି ଧରିବାକୁ ଚେଷ୍ଟା କରେ ସେ ଯାହାକୁ ଧରେ ସେ ଚୋର ହୁଏ ଉକ୍ତ ଚୋରର ପୁଣି ଆଖି ବନ୍ଦ କରି ଦିଆ ଯାଏ ଏବଂ ସେ ପୁଣି ପୂର୍ବପରି ଅନ୍ୟକୁ ଖୋଜେ]