ଗୁଜରାଣ ଚଳାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ଫରାସୀ - ଗୁଜରାନ୍=କାଳକ୍ଷେପଣ+ସଂସ୍କୃତ - ଚଳ ଧାତୁ) ସମ୍ପାଦନା

୧. ଜୀବିକା ନିର୍ବାହ କରିବା — ୧. To eke out one's existence; to manage to live on.
୨. କାଳଯାପନ କରିବା —୨. To pass one's time.