ଗୁଜରାଟୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁର୍ଜ୍ଜର+ରାଷ୍ଟ୍ର) ସମ୍ପାଦନା

୧. ଗୁଜରାଟ୍ ଦେଶୀୟ ବ୍ୟକ୍ତି —୧. A person belonging to Gujarat.
୨. ଗୁଜରାଟ୍ ଦେଶୀୟ ଭାଷା — ୨. Gujarati language.

ବିଶେଷଣ - ସମ୍ପାଦନା

ଗୁଜରାଟସମ୍ୱନ୍ଧୀୟ —Relating to gujarat.

ପ୍ରାଦେଶିକ - (ଗଡ଼ଜାତ)—ବି ସମ୍ପାଦନା

ଗୁଜରାଟ୍ ପ୍ରସ୍ତୁତ ଅତି ଉତ୍କୃଷ୍ଟ ତରବାରୀ —A very good sort of sword made in Gujarat.