ଗୁଚ୍ଛଫଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବହୁବ୍ରୀହି; ଗୁଚ୍ଛ+ଫଳ+ଆ) ସମ୍ପାଦନା

୧. ଦାକ୍ଷାଲତା —୧. The vine.
୨. କଦଳୀ ଗଛ —୨. The banana tree.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଯେଉଁ ଲତାର ଫଳ ପେନ୍ଥା ପେନ୍ଥା ହୋଇ ଧରେ — (creepers) Bearing fruits in clusters.