ଗୁଚ୍ଛପୁଷ୍ପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗୁଂଚ୍ଛ+ ପୁଷ୍ପ) ସମ୍ପାଦନା

୧. ଅଶୋକଗଛ — ୧. Asoka tree.
୨. ସପ୍ତପର୍ଣ୍ଣ ଗଛ; ଛତିଆନା ଗଛ — ୨. Alstonia scholaris.
୩. ରିଠା (ହିନ୍ଦୀ - ଶବ୍ଦସାଗର) —୩. The soapnut tree.
୪. ଧାତକୀ (ହିନ୍ଦୀ - ଶବ୍ଦସାଗର) —୪. Dhātakī.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଯେଉଁ ଗଛର ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ — (trees) Which flower in clusters.