ଗୁଇଁଗାଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ (ଧ୍ୱନ୍ୟାତ୍ମକ) ସମ୍ପାଦନା

୧. ଅରଟରେ ସୂତା କଟା ହେଲା— ବେଳେ ଅରଟ ବୁଲିବାର ଶବ୍ଦ —Sound of the revolving spinning wheel.

ଅରଟ ଗୁଇଁଗାଇଁ ଲୋ ବୁଢ଼ି ! ତୋ ସୂତାନଟୀ କାହିଁ? —ଅରଟଗୀତା

୨. ଖେଳରେ ଗୋଳାଇବା — ୨. Use of unfair means in a game.
୩. ଗୁଁ ଗାଁ (ଦେଖ) - — ୩. Guñgāñ (See)