ଗୁଆଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଗୋପାଳ ଢୁଳ. ବଙ୍ଗାଳୀ - ଗୋୟାଲା) ସମ୍ପାଦନା

ଗଉଡ଼ —Milkman.

ଦାକୁଡ଼ି ଗୁଡ଼ାକ ଗୁଆଲାଙ୍କ ଦୁଇ ଚାରି ଟଙ୍କାରେ ବିକି ଦିଏ ଫକୀରମୋହନ—ଗଳ୍ପସ୍ୱଳ୍ପ