ଗିଲାସ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗ୍ଲାସ୍)

ସମ୍ପାଦନା
୧. ଡେଙ୍ଗା ଓ ଗୋଲ ପାନପାତ୍ର — ୧. Glass; tumber.
୨. କାଚନିର୍ମିତ ଦୀପ —୨. Glass lamp.
୩. କାଚ —୩. Glass.