ଗିର୍ବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - ସମ୍ପାଦନା

ଜାଲ ବା ଖିଅରେ ମାଛ ଧରିବା — To catch fish with a net or cloth.

ପ୍ରାଦେଶିକ - (ଲରିଆ) କ୍ରି. (ତୁଳ. ହିନ୍ଦୀ - ଗିର୍ନା) ସମ୍ପାଦନା

ପଡ଼ିଯିବା — To fall down.