ଗିରାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗିରା= ମହାର୍ଘ) ସମ୍ପାଦନା

ମହାର୍ଘତା; ଦୁର୍ମୂଲ୍ୟତା — Dearness in price.

ଦେଶଜ - ବିଶେଷଣ - ସମ୍ପାଦନା

ମହଙ୍ଗା; ମହରଗ; ଦୂର୍ମୂଲ୍ୟ — Dear (in price).