ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଗିରାଣ
ଭାଷା
ଦେଖିବେ
ସମ୍ପାଦନା
ଗିରାଣ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ବୈଦେଶଜ - ବିଶେଷ୍ୟ - (ଫରାସୀ - ଗିରା= ମହାର୍ଘ)
୧.୪
ଦେଶଜ - ବିଶେଷଣ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Giraṅ
ଆଇ.ପି.ଏ.
— ɡˈiɾanˌɔ
ଧ୍ୱନି (ମାନକ ଓଡ଼ିଆ)
(
file
)
ଧ୍ୱନି (ମାନକ ଓଡ଼ିଆ)
(
file
)
ଅନୁବାଦ
ସମ୍ପାଦନା
ଗିରାଣ
ବଙ୍ଗାଳୀ:
আক্করা
ହିନ୍ଦୀ:
गिराँ
ବୈଦେଶଜ - ବିଶେଷ୍ୟ - (ଫରାସୀ - ଗିରା= ମହାର୍ଘ)
ସମ୍ପାଦନା
ମହାର୍ଘତା; ଦୁର୍ମୂଲ୍ୟତା — Dearness in price.
ଦେଶଜ - ବିଶେଷଣ -
ସମ୍ପାଦନା
ମହଙ୍ଗା; ମହରଗ; ଦୂର୍ମୂଲ୍ୟ — Dear (in price).