ଗିରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଗଳ ଧାତୁ) ସମ୍ପାଦନା

୧. (ଗିରିବା କ୍ରିୟାର ଣିଜନ୍ତରୂପ) ତଳେ ପକାଇବା — ୧. (Causative from of Giribā) To cause to fall down.
୨. ତଳକୁ ଖସାଇ ପକାଇବା —୨. To let fall.