ଗିନି ଗ୍ରାସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ -(ଇଂରାଜୀ - ଗିନୀ+ଗ୍ରାସ୍) ସମ୍ପାଦନା

ଏକ ପ୍ରକାର ସବୁଜ— ବିଦେଶୀ ମନୋହର ଘାସ —Guinea-grass.

[ଦ୍ରଷ୍ଟବ୍ୟ —ଏ ଘାସକୁ ଲୋକେ ଆଣି ସଉକିରେ ବଗିଚାରେ ଲଗାନ୍ତି]