ଗିଡ଼ିଗିଡ଼ି
ଗିଡ଼ିଗିଡ଼ି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା
- ୧. ଘିଡ଼ିଘିଡ଼ି; ଶଗଡ଼ର ଚକ ଟାଣ ଭୂମିରେ ଡ଼ିବାର ଶବ୍ଦ — ୧. Sound of the wheels of a cart rolling on hard ground; rattling sound.
- ୨. ମର୍ଦ୍ଦଳାଦି ବାଦ୍ୟର ଶବ୍ଦ — ୨. Sound of drum-beating.
[ଦ୍ରଷ୍ଟବ୍ୟ —ଡ଼ଗଡ଼ ଅପେକ୍ଷା ଗିଡ଼ିଗିଡ଼ି ନିମ୍ନଧ୍ୱନି]