ଗାଲୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗାଲେଈ; ଗାଲୀ, ଗାଲୋଈସ୍ତ୍ରୀ.

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେ ଆତ୍ମବଡ଼ିମା କରେ — ୧. Boasting; blustering (person).

ଗାଲୁଆଙ୍କର ବାର ବାଟି ଚାଷ—ଢଗ

୨. ମିଛୁଆ —୨. Lying.
୩. ଠେଁସା; ଅମାନିଆ —୩. Insubordinate.


୪. ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ, ଯଥା—ଫୁଲୁକା— ଗାଲୁଆ)—ଗାଲବିଶିଷ୍ଟ — ୪. (in compounds) Cheeked; having such or such cheeks.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଗାଲଫୁଲା ରୋଗ; ଗାଲରେ ହେବା ବ୍ରଣଶୋଥ; କୁମୁଟିରୋଗ —୧. Painful swelling of the glands below the cheeks due to cold; goitre.
୨. ଆତ୍ମବଡିମାକାରୀ ବ୍ୟକ୍ତି —୨. A braggart.
୩. ମିଛୁଆଲୋକ —୩. A liar.