ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଗାରୁଗାରୁ
ଭାଷା
ଦେଖିବେ
ସମ୍ପାଦନା
ଗାରୁଗାରୁ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Gārugāru
ଆଇ.ପି.ଏ.
— ɡˈaɾuɡˌaɾu
ଧ୍ୱନି (ମାନକ ଓଡ଼ିଆ)
(
file
)
ଧ୍ୱନି (ମାନକ ଓଡ଼ିଆ)
(
file
)
ଦେଶଜ - ବିଶେଷଣ -
ସମ୍ପାଦନା
୧. ବିରକ୍ତ ବା ଅଭିମାନ ପ୍ରକାଶପୂର୍ବକ ଗାଉଁ ଗାଉଁ ହେଉଥିବା — ୧. Grumbling.
୨. ବିମର୍ଷ; ଭ୍ରୁକୁଟୀଯୁକ୍ତ — ୨. Scowling; sullen; frowning.
୩. ଅସନ୍ତୁଷ୍ଟ —୩. Discontented.
୪. ବିରକ୍ତି ପ୍ରକାଶକ — ୪. Showing signs of discontent.
(ଯଥା—ମୁହଁ ଗାରୁଗାରୁ କରିବା)