ଗାମ୍ଭୀର୍ଯ୍ୟ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ଗାମ୍ଭୀର+ଭାବାର୍ଥେ. ଯ)

ସମ୍ପାଦନା
୧. ଗମ୍ଭୀରତା — ୧. Gravity; seriousness.
୨. ପ୍ରଗାଢ଼ତା —୨. Depth; profundity.
୩. ମାହାତ୍ମ୍ୟ; ମହତ୍ୱ —୩. Dignity.
୪. ଧୈର୍ଯ୍ୟ; ଅଚାଲ୍ୟ; ହର୍ଷ, କ୍ରୋଧ ବା ଭୟ ଯୋଗୁ ଅଧୀର ନ ନ ହେବାରୁ ଭାବ —୪. Patience.
୫. ବିକାରହୀନତା —୫. Sublimity; serenity.
୬. ଗୂଢ଼ତା; ଜଳଟିତା —୬. Mystery.