ଗାଭୀ
ଗାଭୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗବୀ; ଗାବୀ)
ସମ୍ପାଦନା- ୧. ଧେନୁ; ଗାଈ —୧. Cow.
- ୨. (ଜାହାଜିଆ ଭାଷା) ଜାହାଜର ମାସ୍ତୁଲରେ ବନ୍ଧା ହେବା ପ୍ରଧାନ ପାଲ — ୨. (nautical) Main sail.
[ ଦ୍ର—ଆଗ ପାଖ ପାଲ=ତିର୍କଟ; ମଝି ପାଲ=ବଡ଼; ପିଛଲା ପାଲ=କଲମୀ; ଗାଭୀ ପାଲର ଉପର ପାଲକୁ ସାବର୍; ତା ଉପର ପାଲକୁ ତାବର୍; ତା ଉପର ପାଲକୁ ସବାଇ ପାଲ କହନ୍ତି ହିନ୍ଦୀ - ଶବ୍ଦସାଗର]