ଗାଭୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗବୀ; ଗାବୀ) ସମ୍ପାଦନା

୧. ଧେନୁ; ଗାଈ —୧. Cow.
୨. (ଜାହାଜିଆ ଭାଷା) ଜାହାଜର ମାସ୍ତୁଲରେ ବନ୍ଧା ହେବା ପ୍ରଧାନ ପାଲ — ୨. (nautical) Main sail.

[ ଦ୍ର—ଆଗ ପାଖ ପାଲ=ତିର୍କଟ; ମଝି ପାଲ=ବଡ଼; ପିଛଲା ପାଲ=କଲମୀ; ଗାଭୀ ପାଲର ଉପର ପାଲକୁ ସାବର୍; ତା ଉପର ପାଲକୁ ତାବର୍; ତା ଉପର ପାଲକୁ ସବାଇ ପାଲ କହନ୍ତି ହିନ୍ଦୀ - ଶବ୍ଦସାଗର]