ଗାବିବା
ଗାବିବା
ଉଚ୍ଚାରଣ
ସମ୍ପାଦନାଦେଶଜ - (ପଦ୍ୟ)କ୍ରିୟାପଦ -
ସମ୍ପାଦନା- ୧. ଗାନ କରିବା — ୧. To sing.
ଗାବନ୍ତି ହରଷେ ପ୍ରତୀଚୀ ଅଚଳ ରାଧାନାଥ
- ୨. ତଳକୁ ଚାପି ଦେବା; ଦବାଇବା — ୨. To press down a thing.
- ୩. ଗୋପନ ବା ଅଦୃଶ୍ୟ କରାଇବା — ୩. To cause to disappear; to conceal; to hush up.
- ୪. (ଲକ୍ଷଣାର୍ଥ) ଗୁଡ଼ାଏ ଖାଦ୍ୟ ଗଳାଧଃକରଣ କରିବା — ୪. (figurative) To devour a large quantity of food.