ଗାଫ୍ଲତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଆରବୀ - ଗଫ୍ଲତ୍) ସମ୍ପାଦନା

୧. ଅବହେଳା; ଅସାବଧାନତା — ୧. Carelessness; negligence.
୨. ଅମନୋଯଗ —୨. Want of attention.
୩. ପ୍ରମାଦ; ଭ୍ରାନ୍ତି —୩. Mistake.