ଗାଧେଇବା
ଗାଧେଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗ୍ରାମ୍ୟ - କ୍ରି. (ସଂସ୍କୃତ - ଗାତ୍ରଧାବନ; ସଂସ୍କୃତ - ଗାହ୍ ଧାତୁ)
ସମ୍ପାଦନା- ୧. ସ୍ନାନ କରିବା — ୧. To take a bath.
- ୨. (ଶିଶୁ ଆଦିଙ୍କୁ) ସ୍ନାନ କରାଇବ — ୨. To give a bath to a person or child.
- ୩. (ଲକ୍ଷଣାର୍ଥ) ଗାଧୋଇବା ପରି ଦେହ ତମାମ (ଝାଳରେ) ଜର୍ଜରିତ ହେବା — ୩. To be profusely besmeared (with sweat) throughout the body; to perspire profusely.
(ଯଥା—ମିହନ୍ତ କରି ମୁଁ ଝାଳରେ ଗାଧୋଇ ସାରିଲିଣି)