ଗାଣ୍ଠିବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରୀ. (ସଂସ୍କୃତ - ଗ୍ରନ୍ଥନ; ପ୍ରା. ଗଣ୍ଠନ)

ସମ୍ପାଦନା
୧. ଦୃଢ଼ ବା ଗାଢ଼ ଭାବରେ ଧରିବା; ଜାବୁଡ଼ିବା — ୧. To hold or grasp tightly.
୨. ଚାରିଆଡ଼ୁ ଚିପିବା — ୨. To press tightly from all sides.
୩. କାବୁ କରିବା; ଅବଶ କରିବା; ଜବତ କରିବା — ୩. To push one into a tight corner.

(ଯଥା—ତାକୁ ରୋଗ ଗାଣ୍ଠିଛ)