ଗାଡ଼ଭାଲୁ
ଗାଡ଼ଭାଲୁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଭୂମିରେ ଗର୍ତ୍ତ କରି ରହିବା ଏକ ଜାତୀୟ ଛୋଟ ଭାଲୁ — ୧. A spicies of small-sized bear burrowing in the ground.
[ଦ୍ରଷ୍ଟବ୍ୟ —ଏମାନେ ଏକ ଫୁଟ ଉଚ୍ଚ ଓ ଆକାରରେ ଲମ୍ୱ, ବର୍ଣ୍ଣ କଳା, ଲମ୍ୱ ଲାଙ୍ଗୁଡ଼ ବିଶିଷ୍ଟ, ମୁହଁ କୁକୁର ମୁହଁ ପରି ରାତିରେ ଗ୍ରାମର ବାଡ଼ିଆଡ଼ ଖତ ଗାତ ଓ ହୁଙ୍କା ଖୋଳି ପୋକ ଜୋକ ଖାଆନ୍ତି]
- ୨. (ଅଶ୍ଳୀଳ) ସ୍ତ୍ରୀ ପୁରୁଷଙ୍କ ଜନନେନ୍ଦ୍ରିୟ — ୨. (slang) Male or female organ.