ଗାଞ୍ଜିଆ
ଗାଞ୍ଜିଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗାଞ୍ଜିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଞ୍ଜ)
ସମ୍ପାଦନାଯେଉଁ ସରୁ ଲମ୍ୱା ଜାଲମୁଣିରେ ଟଙ୍ଗା ପଇସା ରଖି ଲୋକେ ଅଣ୍ଟାରେ ଝୁଲାନ୍ତି — A small and long net purse tied to the girdle.
[ଦ୍ରଷ୍ଟବ୍ୟ —ଏହାକୁ ଲୋକେ ଅଣ୍ଟାର କରଧୂନିରେ ବାନ୍ଧି ଲୁଗା— ଭିତରେ ଅଣ୍ଟାରେ ଖୋସି ରଖନ୍ତି]