ଗାଜର
ଗାଜର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଜର)
ସମ୍ପାଦନାଧନ୍ୟାକାଦି ବର୍ଗର କୃଷିଜାତ ଶାକମୂଳ ବିଶେଷ (ନାଲି ଓ ହଳଦିଆ ଗଙ୍ଗର); ଗୁଞ୍ଜନ — Daucus Carrota (Haines)
[ଦ୍ରଷ୍ଟବ୍ୟ —ଏହାର ମୂଳ ମୂଳା ପରି ଗୋଲ ଓ ଏହାକୁ ତରକାରୀ କରାଯାଏ ପଶ୍ଚିମ ଭାରତ ଓ ଇଉରୋପରେ ଏହାର ମୂଳକୁ ଗୋରୁ ଓ ଘୋଡ଼ାଙ୍କୁ ଖାଇବାକୁ ଦିଆଯାଏ]