ଗାଏଁ ଗାଏଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. ସମ୍ପାଦନା

୧. ଗ୍ରାମେ ଗ୍ରାମେ; ଏକ ଗ୍ରାମରୁ ଅନ୍ୟ ଗ୍ରାମକୁ —୧. In every village; from village to village.
୨. ଅନେକ ଗ୍ରାମର ମଧ୍ୟ ଦେଇ — ୨. Through many villages.
୩. ଗ୍ରାମ ଦାଣ୍ଡଦେଇ — ୩. Through the village-road.