ଗାଉଁଲି
ଗାଉଁଲି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରାମ୍ୟ) ସମ୍ପାଦନା
- ୧. ଗ୍ରାମ୍ୟ — ୧. Rural.
- ୨. ଗ୍ରାମସମ୍ୱନ୍ଧୀୟ — ୨. Relating to village.
- ୩. ଗ୍ରାମବାସୀ; ମଫସଲୀ (ଲୋକ) — ୩. Inhabiting a village.
ତୋଠରେ ଦିନରାତି ଖଣ୍ଡିଏ ଡଙ୍ଗା ବନ୍ଧା ହୋଇଥାଏ, ଗାଉଁଲି ଲୋକେ, ହାଟୁଆ ଲୋକେ ପାରି ହୁଅନ୍ତି ଫକୀରମୋହନ. ଛମାଣଆଠଗୁଣ୍ଠ
- ୪. ଅମାୟିକ; ସରଳପ୍ରକୃତିକ — ୪. Simple; unsophisticated.
- ୫. ଓଲ୍ଲୁ; ନିର୍ବୋଧ —୫. Foolish; stupid.