ଗାଁ
ଗାଁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -(ସଂସ୍କୃତ - ଗ୍ରାମ)
ସମ୍ପାଦନା- ୧. ଗ୍ରାମ; ଜନପଦ — ୧. Village
- ୨. ପଲ୍ଲୀ —୨. Hamlet.
ଗାଁ ଚାରିପାଖ ବୁଲୁ ଅଇଲି, କେହି ନ କହିଲା ବସ ବୋଲି—ଢ଼ଗ
- ୩. ଧୋବା ଭଣ୍ଡାର ଆଦି ସେବାକାରୀମାନେ ଯେଉଁ ସକଳ ପରିବାର ସେବା କରନ୍ତି ସେ ସବୁର ସମଷ୍ଟି — ୩. The aggregate of families served by a particular washerman or barber.
ଗାଁ କାହାର? ଧୋବା ଭଣ୍ଡାରି କହନ୍ତି ଆମର ଆମର—ଢଗ