ଗାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗ୍ରାମ) ସମ୍ପାଦନା

୧. ଗ୍ରାମ; ଜନପଦ — ୧. Village
୨. ପଲ୍ଲୀ —୨. Hamlet.

ଗାଁ ଚାରିପାଖ ବୁଲୁ ଅଇଲି, କେହି ନ କହିଲା ବସ ବୋଲି—ଢ଼ଗ

୩. ଧୋବା ଭଣ୍ଡାର ଆଦି ସେବାକାରୀମାନେ ଯେଉଁ ସକଳ ପରିବାର ସେବା କରନ୍ତି ସେ ସବୁର ସମଷ୍ଟି — ୩. The aggregate of families served by a particular washerman or barber.

ଗାଁ କାହାର? ଧୋବା ଭଣ୍ଡାରି କହନ୍ତି ଆମର ଆମର—ଢଗ