ଗହଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗହନ) ସମ୍ପାଦନା

୧. ଗୋଳମାଳ; ବହୁ ଜନ ସମାଗମ— ଜନିତ ଗଣ୍ଡଗୋଳ —୧. Uproar or noise due to a crowd; turmoil.

ଚଣ୍ଡିକା ଦେଉଳେ ଲାଗିଛି ଗହଳ— ରାଧାନାଥ. ନନ୍ଦକେଶ୍ୱରୀ

୨. ବହୁଜନଲମାଗମ; ଭିଡ଼; ଜନତା —୨. Crowd.
୩. ପ୍ରାଚୁର୍ଯ୍ୟ; ବହୁଳତା —୩. Density; excess.

ଗୁଳ୍ମ ଗହଳେ ପଥ ଗଲାଟି ହରି—ରାଧାନାଥ. ତୁଳସୀ ସ୍ରବକ

୪. ସମଭିବ୍ୟାହାର; ସଙ୍ଗ —୪. Company.

ସଖିବୃନ୍ଦଙ୍କ ଗହଳେ—ନନ୍ଦକିଶୋର. ନିଝରୀଣୀ

ଦେଶଜ - ବିଶେଷଣ - (ସଂସ୍କୃତ - ଗହନ) ସମ୍ପାଦନା

ଘନ; ନିବିଡ଼; ଘଞ୍ଚ — Dense; thickly set.

ଅଳକତ ଦ୍ରବ ନୟନେ ବୋଳି, ରସାଳ ଗହଳେ ଶାଖାରେ ଖେଳି କବିସୂର୍ଯ୍ୟ . କବିତା

ଗ୍ରାମ୍ୟ.ବିଶେଷଣ - ସମ୍ପାଦନା

୧. ଦୁର୍ବୋଧ୍ୟ —୧. Difflcult to understand.

ଅତି ଗହଳ କଥା ଏହି, ତୋ ଆଗେ କହିଦେବା ଫେଇ

୨. ଗୂଢ଼ —୨. Mysterious.