ଗହଦି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଗରମ; ଗମଗମୁଆ ବା ଝାଳବୁହା ଗରମ — Perspiring heat.

ବିଶେଷଣ -

ସମ୍ପାଦନା

ଗମଗମୁଆ; ଯେଉଁ ସମୟରେ ନିର୍ବାତ ଗ୍ରୀଷ୍ମ ଯୋଗୁଁ ଭାରି କାଉଳି ଲାଗେ ଓ ଝାଳ ବହେ — (season) Of perspiring heat.