ଗହଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗରମ; ଗମଗମୁଆ ବା ଝାଳବୁହା ଗରମ — Perspiring heat.

ବିଶେଷଣ - ସମ୍ପାଦନା

ଗମଗମୁଆ; ଯେଉଁ ସମୟରେ ନିର୍ବାତ ଗ୍ରୀଷ୍ମ ଯୋଗୁଁ ଭାରି କାଉଳି ଲାଗେ ଓ ଝାଳ ବହେ — (season) Of perspiring heat.