ଗହଗହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ବହୁ ଲୋକ ସମାଗମଜନିତ କୋଳାହଳ — ୧. The aggregate of confused sounds arising out of big crowd.

ଗହଗହ ଶବଦରେ ପୃରିଛି ମହୀ—ପୀତାମ୍ୱରୀ, ଛାନ୍ଦକଞ୍ଚନବତୀ

୨. ନିର୍ଜନ ଓ ଭୟକାରକ —୨. Frightful and lonely.

ଗହଗହ ପାଟ ମାଡ଼ଇ ଡର—ନନ୍ଦକିଶୋର ନିର୍ଝରିଣୀ