ଗଳ୍କିନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ହୁଗୁଳା ଅଳଙ୍କାର ଆଦି ଦେହରୁ ହଠାତ୍ ଖସି ପଡ଼ିବା ପ୍ରକାରେ —୧. Loosely (like an ornament falling loose from a slender limb).
୨. ଜଳୀୟ ପଦାର୍ଥ ହଠାତ୍ ପାତ୍ରରୁ ବୋହିଯିବା ପ୍ରକାରେ — ୨. Gushingly (like liquid falling down from an upturned pot.)