ଗଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗଳ; ଗଳାପରି ସରୁ ଥିବାରୁ?) ସମ୍ପାଦନା

ଦୁଇପାଖେ ଘର ବା ବାଡ଼ଥିବା କନ୍ଦି; ସରୁ ବା ଅଣଓସାରିଆ ବାଟ — Narrow lane; alley.

କନ୍ଦି କନ୍ଦି ହୋଇଣ ପଡ଼ିଛି ଦାଣ୍ଡ ଗଳି ପ୍ରାଚୀ. ବ୍ରହ୍ମନିରୂପଣଗୀତ