ଗଳାଇବା
ଗଳାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି.—(ସଂସ୍କୃତ - ଗଳ ଧାତୁ)—(ଗଳିବାର ଣିଜନ୍ତ)
ସମ୍ପାଦନା- ୧. ପ୍ରବେଶ କରାଇବା —୧. To thrust a thing (e.g. a thread) in to another (e.g. the eye of a needle.)
- ୨. ତରଳାଇବା —୨. To melt.
- ୩. ଗୁନ୍ଥିବା; ଗ୍ରଥିତ କରିବା — ୩. To string together.
ତୋଳି ମୁଁ ସୁମନାମନାନନ୍ଦଦାୟୀ ପାଇଁ ସୂତ୍ରରେ ଗଳାଇବି ଭଞ୍ଜ. ପ୍ରେମସୁଧାନିଧି
- ୪. (ଗାଳିବାର ଣିଜନ୍ତ) ଅନ୍ୟ ବ୍ୟକ୍ତିଦ୍ୱାରା ଭାତହାଣ୍ଡିରେ ଥିବା ସିଦ୍ଧି ଅନ୍ନରୁ ପେଜ ନିଗଡ଼ାଇବା — ୪. To cause another to sift the redundant rice-water from the boiled rice.