ଗଳା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଳ)

ସମ୍ପାଦନା
୧. ଗଳଦେଶ; କଣ୍ଠ; ତଣ୍ଟି, ତୋଟି — ୧. Throat.

ଆଦରେ ଏହାକୁ କରନ୍ତି ମୁନିକ ଗଳାର ହାର ରାଧାନାଥ, ଉଷା

୨. କଣ୍ଠନାଳୀ —୨. Larynx.
୩. କଣ୍ଠସ୍ୱର; କଣ୍ଠଧ୍ୱନି —୩. One's voice.
୪. (ସଂସ୍କୃତ - ଗଳ ଧାତୁ) ଗଳିବା — ୪. Piercing; thrusting.
୫. ଭାତ ବା ତରକାରୀରୁ ପେଜ ବା ପାଣି ଗାଳିବା — ୫. Sifting of water from boiled rice or curry.

ଦେଶଜ - ବିଶେଷଣ - (ସଂସ୍କୃତ - ଗଳ ଧାତୁ)

ସମ୍ପାଦନା
୧. ଗଳିତ; ତରଳିତ; ଦ୍ରବୀଭୁତ — ୧. Melted; fused.
୨. ଯହିଁରୁ (ଅନ୍ନ ବ୍ୟଞ୍ଜନାଦିରୁ) ପେଜ ବା ପାଣି ଗଳା ବା ନିଗଡ଼ା ହୋଇ ଥାଏ —୨. From which redundant water has been oozed out.