ଗଳତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ବୈଦେଶଜ - ବିଶେଷ୍ୟ - (ଆରବୀ - ଗଲତ୍=ଭ୍ରମ; ଭୁଲ୍)

ଗଲ୍ତି (ଦେଖ) - —Galti (See)

ବିସ୍ମିଲ୍ଲାରେ ଗଲତ୍—ଢ଼ଗ

ବିଶେଷଣ - ସମ୍ପାଦନା

୧. ଭ୍ରମପୂର୍ଣ୍ଣ, ଭ୍ରାନ୍ତ — ୧. Mistaken; full of mistakes.
୨. ଦୋଷପୂର୍ଣ୍ଣ —୨. Full of defect; defective.
୩. ଅଶୁଦ୍ଧ —୩. Incorrect.
୪. ତ୍ରୁଟି —୪. Negligence; laches.