ଗଲ୍ଗଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. କୁଣ୍ଡାଇ ହେବା — ୧. To itch; an irritation sensation.

(ଯଥା—କଞ୍ଚା ସାରୁ ବା ଓଲୁଅ ଖାଇ ତଣ୍ଟି ଗଲ୍ ଗଲ୍ ହେବା)

୨. ଟହଟହ; ଅତ୍ୟନ୍ତ —୨. Very much.

(ଯଥା— ଲାଲ ଗଲ୍ ଗଲ୍)